ପାରାଦୀପ ରେ ଆୟୋଜିତ ହେଲା ନିଶାମୁକ୍ତି ଅଭିଯାନ ଶୋଭାଯାତ୍ରା

ଓଡ଼ିଶା ଯୂଥ ଫେଡେରସନ ପକ୍ଷରୁ ଏହି ନିଶାମୁକ୍ତି ଅଭିଯାନ

ଆୟୋଜିତ ହେଲା ବିଶାଳ ସଚେତନତା ଶୋଭାଯାତ୍ରା

ନିଶାମୁକ୍ତ ଅଭିଯାନକୁ ସମର୍ଥନ ଦେଲା ଆମ ପାରାଦୀପ ଆମ ପ୍ରଗତି ସଂଗଠନ

ବିଶିଷ୍ଟ ଶ୍ରମିକ ନେତା ବାପି ସର୍ଖେଲ ଙ୍କ ସମର୍ଥନ ସହ ନିଶାମୁକ୍ତ ଆହ୍ୱାନ

ଯୋଗ ଦେଲେ ଶହ ଶହ ଯୁବକଙ୍କ ସହିତ ସ୍ଥାନୀୟ ବାସିନ୍ଦା ଓ ଶ୍ରମିକ

ପାରାଦୀପ ର୧୯ ଟି ୱାର୍ଡ ରେ ୨୧ ଟି ମଦ ଦୋକାନ କୁ ନେଇ ଉଦବେଗ

ନିଶା କବଳରେ ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ଶ୍ରମିକ

ସଚେତନ ଭିତ୍ତିକ କାର୍ଯ୍ୟକ୍ରମ ସହ ଶପଥ ଗ୍ରହଣ ଉତ୍ସବ ସମାବେଶ

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ