ପଦ୍ମ ଧରିଲେ ଅର୍କ କେଶରୀ

ଅର୍କ କେଶରୀଙ୍କ ସହ ତାଙ୍କ ପତ୍ନୀ ମାଳକ୍କା ଦେବୀ ବି ପଦ୍ମ ଧରିଲେ ।

ପଦ୍ମ ଧରିଲେ ଅର୍କ କେଶରୀ

ବିଜେପିରେ ସାମିଲ ହେଲେ ଅର୍କ କେଶରୀ ଦେଓ । କଳାହାଣ୍ଡିର ପୂର୍ବତନ ବଜିଡେି ସାଂସଦ ଅର୍କ କେଶରୀ ଦେଓ । ଅର୍କ କେଶରୀଙ୍କ ସହ ତାଙ୍କ ପତ୍ନୀ ମାଳକ୍କା ଦେବୀ ବି ପଦ୍ମ ଧରିଲେ । ଭୁବନେଶ୍ୱରରେ ମିଶ୍ରଣ ପର୍ବରେ ସାମିଲ ହେଲେ ଅର୍କ ଓ ମାଳବିକା ।