Tag: scrub typhus
ବଢ଼ିଲା ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଚିନ୍ତା
ବହୁବର୍ଷର ବ୍ୟବଧାନ ପରେ ୨୦୨୩ ମସିହାରେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଖେଳାଇଥିଲା।
ବରଗଡ଼ରେ ସପ୍ତାହେ ମଧ୍ୟରେ ୩ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ
ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ। ସପ୍ତାହେ ମଧ୍ୟରେ ଏଠାରେ ୩ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି
ସ୍କ୍ରବ ଟାଇଫସ୍, ସୁନ୍ଦରଗଡ଼ରେ ପୁଣି ୨୦ ଚିହ୍ନଟ
ଘାତକ ହେଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ପୁଣି ୨୦ ପିଜିଟିଭ ଚିହ୍ନଟ ହୋଇଛନ୍ତି
ସ୍କ୍ରବ ଟାଇଫସ: ବରଗଡ଼ ଓ ସୁନ୍ଦରଗଡ଼ ଗଲେ ସ୍ୱତନ୍ତ୍ର ଟିମ୍
ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ।