Tag: jagannath temple

State

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ଆଜି ରାଜା ସାକେର ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ଭିତର ବେଢାର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି

Puri

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପରେ ଏବେ ଉତରଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ ଦେଖାଦେଇଛି

Puri

ଶ୍ରୀମନ୍ଦିର ବିବାଦର ସମାଧାନ, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଓ ଅବକାଶ...

ଶ୍ରୀମନ୍ଦିରରେ ଜଣେ ସେବା ନିବୃତ୍ତ ସିଂହାରୀ ସେବାୟତ ପୁଣି କାର୍ଯ୍ୟରେ ନିୟୋଜିତ ହେବାକୁ କେନ୍ଦ୍ର କରି ହୋଇଥିବା ବିବାଦର ସମାଧାନ ହୋଇଛି