ଜଗା ଦର୍ଶନ ପାଇଁ ଜନସମାଗମ; ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼

ଜଗା ଦର୍ଶନ ପାଇଁ ଜନସମାଗମ। ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼ ଲାଗିଛି

ଜଗା ଦର୍ଶନ ପାଇଁ ଜନସମାଗମ; ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼

ଜଗା ଦର୍ଶନ ପାଇଁ ଜନସମାଗମ। ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼ ଲାଗିଛି। ପ୍ରବଳ ଭିଡ଼ କାରଣରୁ ଖରାରେ ସିଝିଲେ ହଜାର ହଜାର ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ଲାଗିଛି। ପଶ୍ଚିମ ଦ୍ବାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି।

ଦଳାଚକଟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।