ଓଡ଼ିଶାରେ ୪ଜଣ ପାଇବେ ରାଷ୍ଟ୍ରପତି ପଦକ
ଓଡ଼ିଶାରେ ୪ଜଣ ପାଇବେ ରାଷ୍ଟ୍ରପତି ପଦକ

ହୋମଗାର୍ଡ ଓ ସିଭିଲ ଡିଫେନ୍ସ ରେ ଓଡ଼ିଶାର ୪ ଜଣଙ୍କୁ ରାଷ୍ଟ୍ରପତି ପଦକ । ଆଗ୍ନିକ ହେମନ୍ତ ସେଠି ପାଇବେ ରାଷ୍ଟ୍ରପତି ସାହାସିକତା ପଦକ । ହୋମଗାର୍ଡ ପାଇଁ ପାଇବେ ସିମାଞ୍ଚଳ ନାୟକ ଓ ଗାୟତ୍ରୀ ସିଂହ ପାଇବେ ବିଶିଷ୍ଟ ସେବା ପଦକ । ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ନୃସିଂହ ମହାପାତ୍ର ପାଇବେ ରାଷ୍ଟ୍ରପତି ପଦକ ।