ମାଲକାନଗିରି: ପୁଣି ଦବଦବା ଜାହିର କଲେ ମାଓବାଦୀ

ମାଓବାଦୀଙ୍କ ଲଙ୍କାକାଣ୍ଡ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି ।

ମାଲକାନଗିରି: ପୁଣି ଦବଦବା ଜାହିର କଲେ ମାଓବାଦୀ

ମାଓବାଦୀଙ୍କ ଲଙ୍କାକାଣ୍ଡ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି । ଅବୁଝାମାଡ଼ ନିକଟରେ ଦୁଇଟି ଗାଡ଼ି ଜଳିଦେଇଛନ୍ତି ମାଓବାଦୀ । ଗୋଟିଏ ଟ୍ରକ ଏବଂ ଗୋଟିଏ ପୋକ୍ଲିନ୍‌ ପୋଡି ପାଉଁଶ ହୋଇଛି ।

ଘଟଣାସ୍ଥଳରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। ଜମି ଜବରଦଖଲ ପାଇଁ ଗାଡ଼ି ଜାଳି ଦେଇଥିବା ପୋଷ୍ଟର୍‌ରେ ଉଲ୍ଲେଖ ରହିଛି । ପୋଲିସ ପକ୍ଷରୁ ଅପରେସନ କୁ ଜୋରଦାର କରାଯାଇଥିବା ନାରାୟଣପୁର ଏସ୍‌ପି ପୁଷ୍କର ଶର୍ମା ସୂଚନା ଦେଇଛନ୍ତି ।