ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ ଓ ବ୍ରେସଲେଟ
ରାଜଧାନୀରେ ଗତକାଲି ବର୍ଷା ପବନ ପ୍ରବଳ ହୋଇଥିଲା। ଫଳରେ ବିଦ୍ୟୁତ୍ ବ୍ୟାହତ ବି ହୋଇଥିଲା।

ରାଜଧାନୀରେ ଗତକାଲି ବର୍ଷା ପବନ ପ୍ରବଳ ହୋଇଥିଲା। ଫଳରେ ବିଦ୍ୟୁତ୍ ବ୍ୟାହତ ବି ହୋଇଥିଲା। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ଘର ଆଗରୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ ଓ ବ୍ରେସଲେଟ୍। ବାଇକରେ ୩ ଜଣ ଲୁଟେରା ମୁହଁରେ ରୁମାଲ ବାନ୍ଧି ଆସି ଲୁଟ କରିଛନ୍ତି । ବିରୋଧ କରିବାରୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ଲୁଟେରା ।