ପୂରୀ ଠାରେ ନିର୍ମିତ କ୍ରିକେଟ ଷ୍ଟାଡିୟମ ର କାର୍ଯ୍ୟ ସମୀକ୍ଷା

5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୂରୀ ଠାରେ ନିର୍ମିତ କ୍ରିକେଟ ଷ୍ଟାଡିୟମ ର କାର୍ଯ୍ୟ ସମୀକ୍ଷା

ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କ ନିର୍ଦ୍ଦେଶକ୍ରମେ #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ରୂପାନ୍ତର କରିବାରେ ଏହି କ୍ରୀଡ଼ା କମ୍ପ୍ଲେକ୍ସର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି #5T ସଚିବ କହିଛନ୍ତି। #ABADHA

ଅବଢ଼ା ଯୋଜନାରେ ନିର୍ମାଣ ହେଉଥିବା ଏହି କ୍ରୀଡ଼ା କମ୍ପ୍ଲେକ୍ସରେ କ୍ରିକେଟ ଷ୍ଟାଡିୟମ୍, ସନ୍ତରଣାଗାର ଓ ଜିମ୍ନାସିୟମର କାମ ସମ୍ପୂର୍ଣ୍ଣ ହୋଇଛି।

ଏହା ବ୍ୟତିତ ଏଥିରେ ବହୁମୁଖି ଇଣ୍ଡୋର୍ ହଲ୍‌, ବିଭିନ୍ନ କ୍ରୀଡ଼ା ପାଇଁ ସୁବିଧା ସହିତ ୧୦୦ ସିଟ୍ ବିଶିଷ୍ଟ ହଷ୍ଟେଲ୍‌ ମଧ୍ୟ ନିର୍ମାଣ କରାଯାଉଛି।

ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ରୂପାନ୍ତର କରିବାରେ ଏହି କ୍ରୀଡ଼ା କମ୍ପ୍ଲେକ୍ସର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି #5T ସଚିବ କହିଛନ୍ତି। #ABADH