ଡିସେମ୍ୱର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ
ତେବେ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ଯାହା ଫଳରେ ଏହି ଆସନରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ଡିସେମ୍ୱର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ । ୪ ରାଜ୍ୟର ୬ଟି ଆସନ ପାଇଁ ହେବ ଉପ-ନିର୍ବାଚନ । ଡିସେମ୍ୱର ୩ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ୱର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରେ ଗୋଟିଏ ଆସନ ପାଇଁ ହେବ ଭୋଟିଂ । କାରମ ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ ।
ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ଯାହା ଫଳରେ ଏହି ଆସନରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।