ଆସନ୍ତା ୬ ଦିନ ପ୍ରବଳ ବର୍ଷା

ସାରା ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ତେବେ ଏସବୁ ଭିତରେ ପାଣିପାଗକୁ ନେଇ ବଡ଼ ସୂଚନା ରହିଛି ।
ଆସନ୍ତା ୬ ଦିନ ଯାଏଁ ହାଲୁକା ବର୍ଷା ସାଙ୍ଗକୁ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଜାରି ରହିବ । ଏନେଇ ସଚେତନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟାରେ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହେବ ।