୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା
ଆଜି ରାଜ୍ୟରେ ସର୍ବାଧିକ ଗ୍ରୀଷ୍ମ ଲହରି ଅନୁଭବ ହୋଇଛି

ଆରମ୍ଭ ହୋଉଗଲାଣି ଗ୍ରୀଷ୍ମର ପ୍ରକୋପ । ଆଜି ରାଜ୍ୟରେ ସର୍ବାଧିକ ଗ୍ରୀଷ୍ମ ଲହରି ଅନୁଭବ ହୋଇଛି । ମାଲକାନଗିରିରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ସେହିଭଳି ପ୍ରବଳ ଗ୍ରୀଷ୍ମ ଲହରି ଦେଖିବାକୁ ମିଳିଥିଲା ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା । ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ।