Tag: bihar
ବିହାରରେ ପୁଣି ନୀତିଶ ସରକାର
ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।
ବିହାର ବିଧାନସଭାରେ ଆଗତ ହେଲା ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍
ବିହାର ବିଧାନସଭାରେ ଆଗତ ହୋଇଛି ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ।
ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ ସହ ପରିସ୍ରା ପିଆଇଲେ
ବିହାରର ପାଟନା ଜିଲ୍ଲାରେ ଜଣେ ମହାଜନ ଏବଂ ତାଙ୍କ ସହଯୋଗୀମାନେ ଜଣେ ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ କରିବା ସହ ପରିସ୍ରା ପିଆଇଥିବା ଅଭିଯୋଗ ହୋଇଛି