Tag: amar satpathy
ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ
ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ଅମର କହିଛନ୍ତି, ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି
ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି : ଅମର ଶତପଥୀ
ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ
ଅମରଙ୍କ ବିସ୍ଫୋରକ ମନ୍ତବ୍ୟ
ବିଜେଡ଼ିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି