ଲକ୍ଷାଧିକ ଟଙ୍କାର ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ, ୭ ଅଭିଯୁକ୍ତ ଗିରଫ
ଭାରତମାଳା ରୋଡ଼ ପ୍ରୋଜେକ୍ଟ ନିମନ୍ତେ ତଳଗୋଲୁରୁ ଠାରେ କାମ କରୁଥିବା ଏକ ଠିକା କମ୍ପାନୀରେ ଲୁହା ଚୋରି କରୁଥିବା ଅଭିଯୋଗରେ ଚାରିଗୋଟି ଡ଼ାଲା ଅଟୋ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଭାରତମାଳା ରୋଡ଼ ପ୍ରୋଜେକ୍ଟ ନିମନ୍ତେ ତଳଗୋଲୁରୁ ଠାରେ କାମ କରୁଥିବା ଏକ ଠିକା କମ୍ପାନୀରେ ଲୁହା ଚୋରି କରୁଥିବା ଅଭିଯୋଗରେ ଚାରିଗୋଟି ଡ଼ାଲା ଅଟୋ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୁନାବେଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥୀଙ୍କ ସୂଚନା ଅନୁଯାୟୀ, ୪ଟି ଅଟୋ ସାହାଯ୍ୟରେ ଆନ୍ଧ୍ର ପ୍ରଦେଶର ଛଅ ଜଣ ଅଭିଯୁକ୍ତ ଏବଂ ସୁଙ୍କି ଗ୍ରାମର ଜଣେ ଅଭିଯୁକ୍ତ ୪ଟି ଅଟୋ ସାହାଯ୍ୟରେ ଭିନ୍ନ ରାଜ୍ୟକୁ ଲୁହା ସାମଗ୍ରୀ ଗୁଡ଼ିକୁ ପଠାଉ ଥିଲେ।
ଡିଲ୍ ବେଳେ ମାଡିବସିଲା ପୋଲିସ : ୨୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଯୁବକ ଗିରଫ