ଟ୍ରେନ୍ରେ କଟି ଯୁବକ ମୃତ
ଟ୍ରେନ୍ରେ କଟି ଯୁବକଙ୍କ ମୃତ୍ୟୁ। ଟାଟା ବାଦାମପାହାଡ଼ ଭାୟା ଗୋରୁମହିସାନି ଟ୍ରେନରେ ଅଁଳାଯୋଡି ଜଙ୍କସନ ନିକଟରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି

ଟ୍ରେନ୍ରେ କଟି ଯୁବକଙ୍କ ମୃତ୍ୟୁ। ଟାଟା ବାଦାମପାହାଡ଼ ଭାୟା ଗୋରୁମହିସାନି ଟ୍ରେନରେ ଅଁଳାଯୋଡି ଜଙ୍କସନ ନିକଟରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି। ଡାଉନ ଟ୍ରେନରେ ଯିବା ପାଇଁ ଯୁବକ ଜଣଙ୍କ ଚଢ଼ୁଥିବା ବେଳେ ଅସାବଧାନତା ହେତୁ ଖସି ପଡି ଦୁର୍ଘଟଣାର ଶିକାର ହୋଇଛନ୍ତି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।