ବନ ମହୋତ୍ସବ ପାଳିତ

ଆଦର୍ଶ ବିଦ୍ୟାଳୟ ବନ୍ୟାଞ୍ଚଳ ପକ୍ଷରୁ ବୃକ୍ଷ ରୋପଣ ମହୋତ୍ସବ ପାଳିତ

ବନ ମହୋତ୍ସବ ପାଳିତ

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ସଲପ ଗାଁ ଆଦର୍ଶ ବିଦ୍ୟାଳୟ ବନାଞ୍ଚଳ ପକ୍ଷରୁ ବୃକ୍ଷ ରୋପଣ ମହୋତ୍ସବ ପାଳିତ ହୋଇଯାଇଛି ଏହି ବନତ୍ସବ ରେ ଛାତ୍ରଛାତ୍ରୀ ସମସ୍ତ ମିଳିତ ସହଯୋଗରେ ବନତ୍ସବ ପାଳନ ଅବସରରେ ଆଦର୍ଶ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଅଧ୍ୟକ୍ଷ ଅନୀଲ କୁମାର ସ୍ବାଇଁ ଉପସ୍ଥିତ ଏଠାରେ ବିଭିନ୍ନ ପ୍ରକାରର ଚାରା ବୃକ୍ଷ ତଥା କଦମ୍ବ, ଚମ୍ପା, ଅଁଳା,ଆମ୍ବ,ନିମ ଇତ୍ୟାଦି ବିଦ୍ୟାଳୟ ପରିସରରେ ପ୍ରାୟ  ୫୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା

ଏହି କାର୍ଯ୍ୟକ୍ରମ ରେ ବନପାଳ ଅରୁଣ କୁମାର ପାତ୍ର ବନରକ୍ଷୀ ଶ୍ରୀଧର ସାହୁ ଏବଂ ରଜତ କୁମାର ଭୋଇ ବିଦ୍ୟାଳୟ ର ସମସ୍ତ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ରେ ବିଭିନ୍ନ ଶାଖା ର ଛାତ୍ର ଛାତ୍ରୀ ରହି କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ ଶେଷରେ ବନାଞ୍ଚଳ ଫରେଷ୍ଟ ଅଫିସ କର୍ମଚାରୀ ତରଫରୁ କାର୍ଯ୍ୟକ୍ରମ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।                    

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ