'ଝାରସୁଗୁଡ଼ା ନିର୍ବାଚନ,ଜୋରଦାର ହେବ ମଇଦାନରେ ଲଢ଼େଇ
ଝାରସୁଗୁଡ଼ା ଉପନିର୍ବାଚନରେ ଲଢ଼େଇ ହେବ ଜୋରଦାର! ଝାରସୁଗୁଡ଼ା ଦେଖିବ ଦୁଇମୁଖି ଲଢ଼େଇ!

ଝାରସୁଗୁଡ଼ା ଉପନିର୍ବାଚନରେ ଲଢ଼େଇ ହେବ ଜୋରଦାର! ଝାରସୁଗୁଡ଼ା ଦେଖିବ ଦୁଇମୁଖି ଲଢ଼େଇ! ଝାରସୁଗୁଡା ଉପନିର୍ବାଚନୀ ତାତିରେ ଆଉ ଟିକେ ଉଷ୍ଣତା ଭରିଛି ଭୃଗୁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ। ଜ୍ୟୋତିଷଙ୍କ କହିବାନୁଯାୟୀ ନିର୍ବାଚନରେ ଶାସକ ଦଳକୁ କଡ଼ା ଟକ୍କର ଦେବ ବିରୋଧୀ ବିଜେପି। ଜୋରଦାର ହେବ ମଇଦାନରେ ଲଢ଼େଇ।