ଦୁର୍ଘଟଣା ଘଟାଇ ଥିବା ଓଏସଆରଟିସି ବସ୍ ଡ୍ରାଇଭରକୁ ଧରିଲା ପୋଲିସ
ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର

ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର । ଦୁର୍ଘଟଣା ଘଟାଇ ଥିବା ଓଏସଆରଟିସି ବସ୍ ଡ୍ରାଇଭରକୁ ଧରିଲା ପୋଲିସ । ବରମୁଣ୍ଡା ଓଏସଆରଟିସି ବସଷ୍ଟାଣ୍ଡରୁ ଧରିଲା ଭରତପୁର ଥାନା ପୋଲିସ । ଦୁର୍ଘଟଣା ପରେ ଅନ୍ୟ ଏକ ବସ୍ ଯୋଗେ ଭୁବନେଶ୍ୱର ଆସିଥିଲା । ଡ୍ରାଇଭରଙ୍କୁ ଧରି ଦିଗପହଣ୍ଡି ଥାନା ପୋଲିସକୁ ହସ୍ତାନ୍ତର ।