୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୧୩ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି।

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୧୩ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି। ୩୮ ବର୍ଷକୁ ବଢିଲା ଚାକିରି ବୟସ ସୀମା। ୩୨ ବର୍ଷରୁ ୩୮ ବର୍ଷକୁ ଚାକିରି ବୟସ ସୀମା ବଢ଼ାଯାଇଛି। ୨୦୨୪ ବର୍ଷରେ ନିଯୁକ୍ତି ନିମନ୍ତେ ଏହା ଲାଗୁ ହେବ। ନିଯୁକ୍ତି ବୟସ ସୀମା ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି।

ସେହିପରି IIPH ପ୍ରତିଷ୍ଠା ପାଇଁ ମିଳିବ ୫ ଏକର ଜମି। ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଏହି କ୍ୟାମ୍ପସ। IIPH-Indian Institute of Public Health। ସେହିପରି ଆଉ ୨୦୦ ଇଲେକ୍ଟ୍ରିକ୍ ବସ୍ କିଣିବେ ସରକାର। ଏନେଇ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।