ଲାଗିଲା କଟକଣା , ଜାରୀ ହେଲା ନିୟମାବଳୀ

ପୁରୀ ଶ୍ରୀମନ୍ଦିର ଏରିଆ ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଛି

ଲାଗିଲା କଟକଣା , ଜାରୀ ହେଲା ନିୟମାବଳୀ

ଲାଗିଲା କଟକଣା , ଜାରୀ ହେଲା ନିୟମାବଳୀ, ଭଙ୍ଗ କଲେ ଏକ ସୁଚନା ମଧ୍ୟ ପୁରୀ ପୋଲିସ୍ ତାର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ୍ କରିଛି । 

ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ପୁରୀ ଶ୍ରୀମନ୍ଦିର ଏରିଆ ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଛି। 

ଗତ କିଛିଦିନ ହେବ ରାଜ୍ୟ ବାହାରର ଏକ ଟ୍ରାଭେଲର ତାର ବ୍ୟକ୍ତିଗତ ଡ୍ରୋନ୍ ଉଡ଼ାଇ ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରିଥିଲା ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ର ସ୍ବର ଉଠିଥିଲା । ଯେହେତୁ ଶ୍ରୀମନ୍ଦିର ର ସୁରକ୍ଷା ନେଇ ସମସ୍ତେ ସଚେତନ ଅଛନ୍ତି କିନ୍ତୁ ବାହାର ପର୍ଯ୍ୟଟକ ଏନେଇ ସଚେତନ ନାହାଁନ୍ତି ସେଦୃଷ୍ଟିରୁ ଏନେଇ ଏକ ସ୍ବତନ୍ତ୍ର ଟିମ୍ କାର୍ଯ୍ୟ କରିବା ସହ ଯେ କେହି ଶ୍ରୀମନ୍ଦିର ଓ ଏହାର ଆଖପାଖ ରେ ଡ୍ରୋନ୍ ଉଡାଇବ ତାହା ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସୁଚନା ମିଳିଛି l