ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି

ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି l ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି

ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି

ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି l ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି, ସମସ୍ତେ ଖୋଜିଲେ କିନ୍ତୁ ପାଇଲେନାହିଁ. I

ହଠାତ ମୂର୍ତ୍ତି ଗାୟବ କୁ ନେଇ ସମସ୍ତେ ଡରି ଗଲେ l ପରେ ସନ୍ଦେହ କରିବାରୁ ପ୍ରକୃତ କଥା ଜଣାପଡିଲା l ଯାହାକୁ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ l ସତ କଥା ହେଲା ପ୍ରଭୁଙ୍କ ମୂର୍ତ୍ତି ପେଣ୍ଡାଲରୁ ଏମିତି ଗାୟବ ହୋଇଯାଇନି ବରଂ ଚୋରି ହେଇଯାଇଛି I

ଏବେ ସବୁ ଏମିତି କଥା ସାମ୍ନା କୁ ଆସୁଛି ଯାହାକୁ ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ବିଶ୍ୱାସ କରିବା ସହଜ ବି ଲାଗୁଛି, କାରଣ କଳିଯୁଗରେ ଏସବୁ ସମ୍ଭବ ..