କଫ ସିରପ୍ ଜବତ, ୩୨ ଗିରଫ
ସମ୍ବଲପୁରରେ ୫ହଜାର ୪ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି ।

ସମ୍ବଲପୁରରେ ୫ହଜାର ୪ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି । ସିଟି ଷ୍ଟେସନ ଅ୍ଚଳରୁ ୩୨ ଜଣଙ୍କୁ ଗିରଫ କଲା ଧନୁପାଲି ପୋଲିସ । ତେବେ ଏହା ସ୍ଥାନୀ ଅଂଚଳରେ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଯାହାର ଖୋଳତାଡ ମଧ୍ୟ ହୋଇଛି । ହେଲେ ଏହା ବାଦ ବି ଏହାକୁ ରୋକାଯାଇପାରୁନି । ଦିନକୁ ଦିନ ଏଭଳି ଘଯଣା ବଢ଼ି ବଢ଼ି ଚାଲିଛି ।