ଚିଲିକା ବ୍ଲକ ରେ ମୋ ମାଟି ମୋ ଦେଶ ଅଭିଯାନ

୪୧ ବାହୀନି ଭାରତ ତିଦ୍ଧତ ସୀମା ପୋଲିସ୍ ବଳ ଦ୍ଵାରା ମୋ ମାଟି ମୋ ଦେଶ ଅଭିଯାନ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ମୃତ୍ତିକା ସଂଗ୍ରହ କାର୍ଯ୍ୟକ୍ରମ ର ସମାପ୍ତି ଘାଟିଛି ।

ଚିଲିକା ବ୍ଲକ ରେ ମୋ ମାଟି ମୋ ଦେଶ ଅଭିଯାନ

୪୧ ବାହୀନି ଭାରତ ତିଦ୍ଧତ ସୀମା ପୋଲିସ୍ ବଳ ଦ୍ଵାରା ମୋ ମାଟି ମୋ ଦେଶ ଅଭିଯାନ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ମୃତ୍ତିକା ସଂଗ୍ରହ କାର୍ଯ୍ୟକ୍ରମ ର ସମାପ୍ତି ଘାଟିଛି । 

ଚିଲିକା ବ୍ଲକ ର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ଷଡ଼ଙ୍ଗୀ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟର ଆୟୋଜନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ସଂଗଠନ ନେହୁର ଯୁବ କେନ୍ଦ୍ର ସଂଗଠନ ସାମିଲ ହୋଇଥିବା ବେଳେ, ବ୍ଲକ ର ଏମବି କେ , ସି ଆର ପି ଙ୍କ ସମେତ ବ୍ଲକର ସମସ୍ତ କାର୍ଯ୍ୟ କର୍ତ୍ତା ମଣ୍ଡଳୀ ଉପସ୍ଥିତ ରହିବା ସହିତ ୪୧ ବାହିନୀର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଚିଲିକା ବ୍ଲକ ର ୧୭ ତି ପଞ୍ଚାୟତର ସଂଗୃହିତ ମୃତ୍ତିକା କୁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ହସ୍ତଗତ କରାଯାଇଥିଲା।