Tag: phulbani
ତୁମୁଡ଼ିବନ୍ଧ ଜଙ୍ଗଲରେ ନକ୍ସଲ – ସୁରକ୍ଷାକର୍ମୀ ଗୁଳି ବିନିମୟ
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି।
ପୁଅର ଠେଙ୍ଗା ମାଡ଼ରେ ବାପା ମା’ ଗୁରୁତର
ଫୁଲବାଣୀ ସଦର ଥାନା ଅଞ୍ଚଳରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ଓ ମା’ ଗୁରୁତର ହୋଇଛନ୍ତି।