Tag: Janmastami

State

ଆଜି ପବିତ୍ର ଜନ୍ମାଷ୍ଟମୀ

ନୀତିକାନ୍ତି ହେବା ପରେ ଠାକୁରଙ୍କ ବେଶ ଓ ଅଭିଷେକ କରାଯିବ । ରାତି ୧୨ଟା ପରେ ନନ୍ଦଲାଲାଙ୍କ ଜନ୍ମ ଉତ୍ସବ ପାଳନ କରାଯିବ ।

Dhenkanal

ବାଣୀ ସାହିତ୍ୟ ସ°ସଦର ୩୫ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାବନ ତିଥିରେ,ବାଣୀ ସାହିତ୍ୟ ସ°ସଦର ବାର୍ଷିକୋତ୍ସବ ବରିଷ୍ଠ ନାଗରିକ ସଂଘ ଗୃହ ରେ ମହାସମାରୋହରେ ପାଳିତ ହୋଇଯାଇଛି ।

Puri

୩ ଦିନିଆ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଉଦଘାଟିତ

ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଦିନଵ୍ୟାପି ଶ୍ରୀକୃଷ୍ଣ ଜନ୍ମୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି।