Tag: China

National

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ମିଡିଆ ରିପୋର୍ଟ ଅନୁସାରେ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି ।