ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୁଜାରୀଙ୍କ ଅଫିସ୍ ଆଗରେ ଖସିଲା ଡ୍ରୋନ
ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୁଜାରୀଙ୍କ ଅଫିସ୍ ଆଗରେ ଖସିଲା ସନ୍ଦିଗ୍ଧ ଡ୍ରୋନ୍

ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୁଜାରୀଙ୍କ ଅଫିସ୍ ଆଗରେ ଖସିଲା ସନ୍ଦିଗ୍ଧ ଡ୍ରୋନ୍ । ଓରିଏଂଟ୍ ଥାନା ଅନ୍ତର୍ଗତ ଆମଦରହ ନିକଟରେ ଥିବା ସୁରେଶ ପୁଜାରୀଙ୍କ ଅଫିସ୍ ନିକଟରେ ଏହି ଡ୍ରୋନ୍ ଖସି ପଡିଛି ।
ଓରିଏଂଟ୍ ପୋଲିସ ଘଟଣା ସ୍ଥଳରେ ପହଁଚି ଡ୍ରୋନ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଡ୍ରୋନ୍ଟି ବନ ବିଭାଗ ନା ଆଉ କାହାର ସେନେଇ ତଦନ୍ତ କରୁଛି ପୋଲିସ ।