ମୋଦିଙ୍କୁ ୯୩% ସମର୍ଥନ : ମନମୋହନ

ମୋଦିଙ୍କ ଓଡିଶା ଗସ୍ତ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିିୟା

ମୋଦିଙ୍କୁ ୯୩% ସମର୍ଥନ : ମନମୋହନ

ମୋଦିଙ୍କ ଓଡିଶା ଗସ୍ତ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିିୟା । ବିଜେପି ଫୋକସରେ ସବୁବେଳେ ପଶ୍ଚିମ ଓଡିଶା ରହିଛି ଏବଂ ରହିବ । ଆଇଆଇଏମ ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଓଡିଶାରେ ରାମରାଜ୍ୟ ପ୍ରକ୍ରିୟ ଆରମ୍ଭ ହୋଇସାରିଛି । ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି । ଓଡିଶରେ ୯୩% ଲୋକ ମୋଦିଙ୍କୁ ସମର୍ଥନ କରୁଛନ୍ତି  ବୋଲି କହିଲେ ମନମୋହନ ସାମଲ ।