Tag: bonda students

State

ଡାକ୍ତର ହେବେ ବଣ୍ଡା ଛାତ୍ର, ସମଗ୍ର ବଣ୍ଡାଘାଟିରେ ଖୁସିର ଲହରୀ

ଡାକ୍ତର ବନିବେ ବଣ୍ଡା ଛାତ୍ର। ମାଲକାନଗିରି ଜିଲ୍ଲା ଖଇରାପୁଟ ବ୍ଲକ ବଣ୍ଡାଘାଟିର ଛାତ୍ର ବଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।