ଗଣେଶ୍ୱରଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡିରେ ବିଦ୍ରୋହ
ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି।

ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି। ହେଲେ ତା'ପୂର୍ବରୁ ବିଜେଡିର ଗୋଟିଏ ଗୋଷ୍ଠୀ ମେଳି କରିଛନ୍ତି। ଗଣେଶ୍ୱରଙ୍କୁ ବିରୋଧ କରିବା ପାଇଁ ଦୁଇ ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ କର୍ମକର୍ତ୍ତା ବିଦ୍ରୋହ କରିଛନ୍ତି।