୨୨ ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ଜାମିନ

ଭୁବନେଶ୍ୱର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ଘଟଣା । ଗିରଫ ୨୨ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ହାଇକୋର୍ଟରୁ ଜାମିନ

୨୨ ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ଜାମିନ

ଭୁବନେଶ୍ୱର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ଘଟଣା । ଗିରଫ ୨୨ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ହାଇକୋର୍ଟରୁ ଜାମିନ । ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ଜାମିନରେ ଆସିଛନ୍ତି । ଫେବ୍ରୃଆରୀ ୨୮ରେ ଲୋୟର ପିଏମଜିରେ ଧସ୍ତାଧସ୍ତି ହୋଇଥିଲେ । ଘଟଣାରେ ୨୧ ପୋଲିସ କର୍ମଚାରୀ ଆହାତ ହେବା ଅଭିଯୋଗ ଥିଲା ।