କ୍ଷତିଗ୍ରସ୍ତଙ୍କୁ ସହାୟତା 

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ଜିଲ୍ଲାପାଳଙ୍କ ସହାୟତା 

କ୍ଷତିଗ୍ରସ୍ତଙ୍କୁ ସହାୟତା 

ଢେଙ୍କାନାଳ: ୨/୬ ଗତ ମେ ମାସ ୩୧ ତାରିଖରେ ହୋଇଥିବା କାଳବୈଶାଖୀ ରେ କାମାକ୍ଷାନଗର ବ୍ଲକର ଅଁଳାବେରେଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଟୁଆହତା ଗ୍ରାମର ୧୭ଟି ପରିବାର କ୍ଷତିଗ୍ରସ୍ତ ସୋଇଥିଲେ। ଘରଭାଙ୍ଗିବା ସହିତ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଥିଲା କ୍ଷତିଗ୍ରସ୍ତ ୧୭ଟି ପରିବାରକୁ ଆଜି ଜିଲ୍ଲାପାଳ ରେଡକ୍ରସ ପାଣ୍ଠି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ଦ୍ବାରା ଘର ମରାମତି କରିବା ସହଜ ସାଧ୍ୟ ହେବ ବୋଲି ଆଶା ପ୍ରକାଶ କରାଯାଏ।